Aparajita Grandson: ନାତି ସହ ଏମିତି ମଜା କରୁଛନ୍ତି ଭେଟେରାନ ଅଭିନେତ୍ରୀ ଅପରାଜିତା, ଦେଖନ୍ତୁ ଏହି ସୁନ୍ଦର ଭିଡିଓ

ରଶ୍ମିତା ସାହୁ Wed, 27 Sep 2023-4:46 pm,

ଆକ୍ଟର ବାବୁସାନ ମହାନ୍ତିଙ୍କୁ ଓଡ଼ିଶାରେ କିଏ ନଜାଣେ। ଅଭିନେତା ହିସାବରେ ଯେତିକି ପରିଚିତ ସେତିକି ପରିଚିତ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ହିସାବରେ ପ୍ରତିଟି ଘରେ ଘରେ ସେ ଏକ ଜଣାଶୁଣା ଚେହେରା । ତେବେ ବାବୁସାନ ନିଜ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଭେଟେରାନ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ସହ ବାବୁସାନଙ୍କ ପୁଅ ଗୁହାନ ମସ୍ତି କରୁଥିବାର ନଜର ଆସିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link