Baby Elephant: ମଣିଷଙ୍କ ପରି ଫୁଟବଲ୍ ଖେଳୁଛି ହାତୀ ଛୁଆ, ଭିଡିଓ ଦେଖିବା ପରେ ଆପଣ ବି କହିବେ `ଆରେ ୱା`!

Jagdish Barik Sat, 25 Mar 2023-6:18 pm,

Baby Elephant Playing Football: ପଶୁମାନଙ୍କ ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହୋଇଥାଏ, କାରଣ ଲୋକମାନେ କେବଳ ଏହି ଭିଡିଓ ଦେଖନ୍ତି ନାହିଁ ବରଂ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ଏହା ମଧ୍ୟ ସେୟାର କରନ୍ତି । ବର୍ତ୍ତମାନ ମଣିଷଙ୍କ ପରି ଫୁଟବଲ୍ ଖେଳୁଥିବା ହାତୀ ଛୁଆର ଏକ ଭିଡିଓ ଜୋରଦାର ଭାଇରଲ ହେଉଛି । ଆପଣ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link