Dhanuyatra: ଧନୁଯାତ୍ରାର ଦ୍ୱିତୀୟ ଦିନ, କମ୍ପୁଛି ମଥୁରା ନଗରୀ ଗୋପପୁରରେ ଶ୍ରୀକୃଷ୍ଣ

Wed, 17 Jan 2024-7:00 pm,

ବରଗଡ଼ରେ ଚାଲି ଥିବା ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଂଗମଂଚର ଦ୍ୱିତୀୟ ଦିବସ ରେ ମହାରାଜ କଂସ ମଥୁରା ନଗର ଭ୍ରମଣରେ ବହାରି ନିୟମ ଖିଲାପିଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ , ସେହିପରି ଭାବ ରେ ମଥୁରାବାସୀ ଙ୍କ ମନୋରଂଜନ ପାଇଁ ମହାରାଜ କଂସ ରଂଗମହଲର ଉଦଘାଟନ କରିଥିଲେ । ସେପଟେ ଭଗବାନ ଶ୍ରୀକୃଷ୍ଣ ମାତା ଦେବକୀ ଙ୍କ ଅଷ୍ଟମ ଗର୍ଭରୁ ଜନ୍ମନେଇଛନ୍ତି ଏବଂ କଂସର ଭୟରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିଛନ୍ତି ଏବଂ ଯଶୋଦା ଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ଧରି ମଥୁରା ଫେରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link