Barsha Priyadarshini: ଆଉ ଏକ ଯୁଦ୍ଧର ଆରମ୍ଭ! କାଳିଆ ଶରଣରେ ବର୍ଷା, ଦେଖନ୍ତୁ ଭିଡିଓ..

ପ୍ରିୟମ୍ବଦା ରଣା Wed, 04 Oct 2023-4:00 pm,

Barsha Priyadarshini: ପାରିବାରିକ ମାମଲାରେ ଅଦାଲତ ରାୟ ଆସିବା ପରେ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ନିଜ ମନ୍ତବ୍ୟ ରଖୁଥିବା ବେଳେ ଦୀର୍ଘବର୍ଷରୁ ଲାଗିରହିଥିବା ଏହି ବିବାଦରେ ବିଲକୁଲ ମୁହଁ ଖୋଲିନାହାଁନ୍ତି ବର୍ଷା ପ୍ରିୟଦର୍ଶିନୀ । ହେଲେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି ବର୍ଷା । ନିକଟରେ ସେ ଜଗନ୍ନାଥଙ୍କୁ ପୂଜା କରୁଥିବାର ଏକ ଭିଡିଓ ନିଜ ସୋସିଆଲ ମିଡିଆ ପେଜରେ ପୋଷ୍ଟ କରିବା ସହ 'Jay Jagannath

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link