Video: କୁକିଜ୍ ସ୍ୱାଇଁଙ୍କ ଜବରଦସ୍ତ ଡ୍ୟାନ୍ସ, ଫ୍ୟାନ୍ସଙ୍କୁ କରୁଛି ମତୁଆଲା

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 27 Sep 2023-9:19 pm,

Video: ନିଜର ନିଆରା ଅନ୍ଦାଜରେ ଦର୍ଶକଙ୍କ ମନକୁ ଖୁବ ସହଜରେ ଜିଣି ନିଅନ୍ତି କୁକିଜ୍ । ନିଜ ଆଖିର ଚାହାଣୀରେ ଅନେକ କଥା କହିପାରୁଥିବା ଏହି ଅଭିନେତ୍ରୀ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି । ନିଜର ମାଆଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ବନିଛନ୍ତି ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ । କୁକିଜଙ୍କ ଅନେକ ରିଲ୍ସ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ୍ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link