Video: ଯାତ୍ରା ମଞ୍ଚରେ ନାଚୁଥିଲେ ସୁନ୍ଦରୀ ଝିଅ, ମଞ୍ଚ ତଳେ ଯୁବକ କଲେ ଏହି ହରକତ

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 02 Oct 2024-8:01 pm,

Video: ଯାତ୍ରା ପୂର୍ବରୁ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ଯାତ୍ରା ମଞ୍ଚରେ । ଯାହାକୁ ମନଭରି ଉପଭୋଗ କରିଥାନ୍ତି ଦର୍ଶକମାନେ । ରାତିର କଳା ଅନ୍ଧାର ଭିତରେ ରଙ୍ଗିନ୍ ଝକମକ ଆଲୁଅ ଏବଂ ସଂଗୀତ ମଧ୍ୟରେ ମେଲୋଡି କାର୍ଯ୍ୟକ୍ରମ ଖୁବ ନିଆରା ମନେ ହୋଇଥାଏ । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ମଞ୍ଚ ଉପରେ ନୃତ୍ୟ ଚାଲିଥିବା ସମୟରେ ମଞ୍ଚ ତଳେ ଦର୍ଶକମାନେ ନାଚିଛନ୍ତି । ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link