Video: ସାପ ସହ ଏମିତି କଲେ ମହିଳା, ଭାଇରାଲ୍ ହେଲା ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 18 Sep 2024-9:54 pm,

Video: ପୁରୁଷଙ୍କ ଅପେକ୍ଷା ମହିଳାମାନେ ସାଧାରଣତଃ ସାପକୁ ଅଧିକ ଭୟ କରିଥାନ୍ତି । କିନ୍ତୁ ଏଠାରେ ଜଣେ ମହିଳା ଏକ ସାପକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡୁଛନ୍ତି । ମହିଳା ଜଣକ ଶାଢୀ ପିନ୍ଧି ସାପକୁ ଉଦ୍ଧାର କରିଥିବା ସମୟର ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । କିଛି ବ୍ୟକ୍ତି କମେଣ୍ଟ ମାଧ୍ୟମରେ ମହିଳାଙ୍କ ସାହସକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link