Bengaluru Murder Video: କାହିଁକି ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା କରିଥିଲା ମୁକ୍ତିରଞ୍ଜନ?

Rashmita Sahoo Thu, 26 Sep 2024-6:13 pm,

Bengaluru Murder Video: ବେଙ୍ଗାଲୁରୁ ହତ୍ୟାର ଅଭିଯୁକ୍ତର ଆତ୍ମହତ୍ଯା ଘଟଣା । ଅଭିଯୁକ୍ତ ମୁକ୍ତିରଞ୍ଜନର ଭାଇ ଶକ୍ତିରଞ୍ଜନ କହିଛନ୍ତି, ଲୋମଟାଙ୍କୁରା କଥା। ସେ କହିଛନ୍ତି, ବେଙ୍ଗାଳୁରୁରେ ମହିଳାଙ୍କୁ ହତ୍ଯା କରିବା ପରେ ମୁକ୍ତିରଞ୍ଜନ ବ୍ରହ୍ମପୁରକୁ ଆସିଥିଲା। କାରଣ ଶକ୍ତିରଞ୍ଜନ ବ୍ରହ୍ମପୁରର ଏକ ମେସରେ ରହୁଥିଲେ। ହତ୍ୟା ନେଇ ଭାଇକୁ ସବୁ କଥା କହିଥିଲା ମୁକ୍ତିରଞ୍ଜନ। ସେ ଯୁବତୀ ବ୍ଲାକମେଲ୍ କରୁଥିଲେ ଟଙ୍କା ସୁନା ସବୁ କିଛି ନେଇଥିଲେ। ଏହାସହ ଭାଇ ଉପରେ ପ୍ରେସର ବି ରହୁଥିଲା। ତାଙ୍କ ମ୍ୟାନେଜର ତାମିଲ ଥିଲେ। ତେବେ ସେ ଭାଇଙ୍କୁ କହୁଥିଲେ ଓଡ଼ିଶାରେ ପାଣ୍ଡିଆନଙ୍କୁ ନେଇ ଏମିତି କରାଯାଉଛି। ସେଥିପାଇଁ ପର୍ସନାଲ ରାଗ ରଖି ଭାଇଙ୍କୁ ବହୁତ ଟର୍ଚର କରୁଥିଲା କମ୍ପାନୀ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link