Major Fiancee Video: ଭାଇରାଲ ହେଲା ମେଜରଙ୍କ ବାନ୍ଧବୀଙ୍କ ଆଉ ଏକ ଭିଡିଓ...

Rashmita Sahoo Tue, 24 Sep 2024-8:26 pm,

Major Fiancee Video: ଭାଇରାଲ ହେଉଛି ମେଜର ବାନ୍ଧବୀଙ୍କ ଆଉ ଏକ ଭିଡିଓ। ଏହି ଭିଡିଓଟି ଘଟଣା ଘଟିବାର କିଛି ସମୟ ପୂର୍ବର ବୋଲି କୁହାଯାଉଛି। ତେବେ କିଛି ଗଣମାଧ୍ୟମରେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଜଣେ ଯୁବକ ଲିଫ୍ଟ ପାଖରେ ଛିଡ଼ା ହୋଇ ଅପେକ୍ଷା କରିଛନ୍ତି। ପରେ ମେଜର ଓ ତାଙ୍କ ବାନ୍ଧବୀ ଆସିବା ପରେ ଯୁବତୀ ଜଣକ ଲିଫ୍ଟର ସୁଇଚ୍ କୁ ଗୋଟେ ମୁଥ ମାରିବା ସହ ଡୋର କୁ ବାରମ୍ବାର ଗୋଇଠା ମାରିଥିଲେ। ହେଲେ ପୂର୍ବରୁ ଅପେକ୍ଷା କରିଥିବା ଯୁବକଙ୍କ ସହ ହସି ହସି କଥା ହଉଥିଲେ ମେଜରଙ୍କ ବାନ୍ଧବୀ। ତେବେ କୁହାଯାଉଛି ଯେ, ଥଟ୍ଟମଜା ରେ ସେ ଏମିତି କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link