Bhoomika Dash Viral Video: ଧିତାଙ୍ଗ ଧିତାଙ୍ଗ ଗୀତରେ ଦିବ୍ୟା ଓ ଭୂମିକାଙ୍କ ଡୁଏଟ ଡ୍ୟାନ୍ସ, ଭିଡିଓ ଭାଇରାଲ..

ପ୍ରିୟମ୍ବଦା ରଣା Tue, 08 Oct 2024-2:04 pm,

Bhoomika Dash Viral Video: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ନାଁ କରା ଅଭିନେତ୍ରୀ ହେଉଛନ୍ତି ଭୂମିକା ଦାଶ । ସୁନ୍ଦର ଚେହେରା ସାଙ୍ଗକୁ ଦମଦାର ଅଭିନୟ ତାଙ୍କୁ ଦର୍ଶକଙ୍କ ନିକଟତର କରିପାରିଛି।  ଶିଶୁ କଳାକାର ଭାବେ ଲୋକପ୍ରିୟତା ହାସଲ କରିବା ପରେ ନାୟିକା ଭାବେ ମଧ୍ୟ ସମସ୍ତଙ୍କ ହୃଦୟ ଜିଣିପାରିଥିବା ଅଭିନେତ୍ରୀ ହେଉଛନ୍ତି ଭୂମିକା ଦାଶ । କେବଳ ଅଭିନୟ ନୁହେଁ, ନୃତ୍ୟରେ ମଧ୍ୟ ଖୁବ ପାରଙ୍ଗମ ଭୂମିକା । ତାଙ୍କ ଅଭିନିତ ପ୍ରତିଟି ସିନେମା ଖୁବ ନିଆରା ବୋଲି ସିନେପ୍ରେମୀ କୁହନ୍ତି । ଦେଖନ୍ତୁ ଏହି ସୁନ୍ଦର ଭିଡିଓ....

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link