Weather Report: ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା! ଶୁଣନ୍ତୁ କ`ଣ କହୁଛନ୍ତି ପାଣିପାଗ ନିର୍ଦ୍ଦେଶକ

ରଶ୍ମିତା ସାହୁ Sun, 22 Oct 2023-5:52 pm,

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା। ବଙ୍ଗୋପସାଗରରେ ଦୁର୍ବଳ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଆଜି ରାତିରେ ଅବପାତ ଗଭୀର ଅବପାତର ରୂପ ନେବା ସହ କାଲି ମଧ୍ୟରାତ୍ର ସୁଦ୍ଧା ଦୁର୍ବଳ ବାତ୍ୟାର ରୂପ ନେଇପାରେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link