Weather Update: ରାଜ୍ୟରେ ବନ୍ୟା ବିପତ୍ତି, ଆଗାମୀ ୨୪ ଘଣ୍ଟାରେ କେମିତି ରହିବ ପାଣିପାଗ ଶୁଣନ୍ତୁ...

Fri, 04 Aug 2023-5:37 pm,

Bhubaneswar IMD Director HR Biswas Briefs On Odisha Weather Today । ରାଜ୍ୟରେ ଜାରି ରହିଛି ବନ୍ୟା ପରିସ୍ଥିତି । ଏହାରି ମଧ୍ୟରେ ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଗେଟ୍ ଖୋଲିବାରେ ଲାଗିଛି । ପୂର୍ବରୁ ୨ଟି ଗେଟ୍ ଖୋଲିଥିବା ବେଳେ ଆଜି ପୁଣି ୫ଟି ଗେଟ୍ ଖୋଲିଛି ଯାହା ଫଳରେ ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଅପରପଟେ ୨୪ ଘଣ୍ଟାରେ କେମିତି ରହିବ ପାଣିପାଗ ଶୁଣନ୍ତୁ କଣ କହୁଛନ୍ତି ପାଣିପାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link