VK Pandian: VK ପାଣ୍ଡିଆନଙ୍କୁ ଏମିତି ଢଙ୍ଗରେ ପ୍ରଂଶସା କଲେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ

Thu, 28 Mar 2024-1:13 pm,

ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ ପାଇବାପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମନ୍ମଥ ରାଉତରାୟ । ପୁରୀ ବିଜେଡି ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି ମଧ୍ଯ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରେ ଓ ଦଳର ସହଯୋଗରେ ନିର୍ବାଚନ ଜିତିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ମନ୍ମଥ କହିଛନ୍ତି, ଟିକେଟ ମୋ ସରପ୍ରାଇଜ୍ ଥିଲା । ଦଳ ତାଙ୍କୁ ଭରସା କରିଥିବାରୁ ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଭୂରି ଭୂରି ପ୍ରଂଶସା କରିଛନ୍ତି ମନ୍ମଥ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link