Video: ସାପକୁ ଗିଳୁଛି ସାପ, ଭାଇରାଲ୍ ହେଉଛି ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 21 Oct 2024-5:51 pm,

Video: ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଦୃଶ୍ୟରେ ଦେଖିବାକୁ ମିଳିଛି ଏକ ବଡ଼ କିଙ୍ଗ୍ କୋବ୍ରା ଏକ ଚୋଟ ସାପକୁ ଗିଳିବାରେ ଲାଗିଛି । ଜଣେ ବ୍ୟକ୍ତି ଏହି ଦୃଶ୍ୟଟିକୁ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link