Python Attack Video: ବୃଦ୍ଧଙ୍କ ବେକରେ ଗୁଡ଼ାଇ ହୋଇ ରହିଲା ବିଶାଳ ଅଜଗର, ବାହାର କରିବା ପାଇଁ ଝାଳନାଳ ହୋଇଗଲେ ଲୋକେ, ଦେଖନ୍ତୁ ଭିଡିଓ

ଜୀ ଓଡ଼ିଶା ଡେସ୍କ Mon, 29 May 2023-8:16 pm,

Python Attack Video: ଅଜଗର ମଧ୍ୟ ବହୁତ ବିପଜ୍ଜନକ । କେବଳ ଛୋଟ ପଶୁମାନଙ୍କ ପାଇଁ ନୁହେଁ ମଣିଷ ପାଇଁ ମଧ୍ୟ । ଏହାର ସଦ୍ୟତମ ଉଦାହରଣ ହେଉଛି ଏହି ଭିଡିଓ । ଯେଉଁଥିରେ ଏକ ବିଶାଳ ଅଜଗର ଜଣେ ବୃଦ୍ଧଙ୍କୁ ଏହାର ଶିକାର କରିବାକୁ ଚେଷ୍ଟା କରୁଛି । ଦେଖନ୍ତୁ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link