BSKY: ରାଜ୍ୟରେ ବିଏସ୍କେୱାଇ ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟସେବା ପ୍ରଦାନ ସମ୍ବନ୍ଧରେ ମୁଖ୍ଯ ଶାସନ ସଚିବଙ୍କ ସ୍ପଷ୍ଟୀକରଣ, ଦେଖନ୍ତୁ ଏହି ଭିଡିଓ।
BSKY: ଓଡ଼ିଶାରେ ବିଜେଡି ସରକାର ହଟିବା ପରେ ରାଜ୍ୟ ସବୁଠୁ ଲୋକପ୍ରିୟ ଯୋଜନା କୁହାଯାଉଥିବା BSKY ଯୋଜନାକୁ ନେଇ ଦ୍ୱନ୍ଦ ଲାଗି ରହିଛି। ରାଜ୍ୟରେ ବିଏସ୍କେୱାଇ ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟସେବା ପ୍ରଦାନ ସମ୍ବନ୍ଧରେ ସ୍ପଷ୍ଟୀକରଣ ଦେଲେ ମୁଖ୍ଯ ଶାସନ ସଚିବ, ଦେଖନ୍ତୁ ଏହି ଭିଡିଓ।