Viral Video: ବନ୍ୟାର ଭୟାବହ, ଡେକିଚି ଭିତରେ ଭାସୁଛି କୁନି ପୁଅ, ଦେଖନ୍ତୁ ଏହି ଭାଇରାଲ ଭିଡିଓ....

ପ୍ରିୟମ୍ବଦା ରଣା Tue, 01 Oct 2024-4:24 pm,

Viral Video: ବିହାରରେ ଭୟଙ୍କର ରୂପ ନେଇଛି ବନ୍ୟା ସ୍ଥିତି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାରି ମଧ୍ୟରେ ଏକ ହୃଦୟ ଥରା ଭିଡିଓ ସାମ୍ନାକୁ ଆସିଛି। ଯେଉଠି ଦେଖିବାକୁ ମିଳିଛି ଯେ ଏ କୁନି ପୁଅ ଜୀବନ ବଞ୍ଚାଇବାକୁ ଡେକିଚି ଭିତରେ ଭାସୁଛି। ଦେଖନ୍ତୁ ଏହି ଭାଇରାଲ ଭିଡିଓ......

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link