BJD: ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବିଦା ହେଲେ ସମ୍ବଲପୁର ଜିଲ୍ଲାର ବିଜେଡି ଉପଦେଷ୍ଟା ପ୍ରମୋଦ ରଥ

ପ୍ରିୟମ୍ବଦା ରଣା Fri, 05 Jan 2024-3:09 pm,

Pramod Rath: ବିଜେଡି ଦଳରୁ ବହିଷ୍କାର ହେଲେ ପ୍ରମୋଦ ରଥ।ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପତ୍ର ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ବିଜେଡି ଉପଦେଷ୍ଟା ପଦରୁ ରାଜ୍ୟ ସଭାପତିଙ୍କ ନିର୍ଦେଶ କ୍ରମେ ବହିଷ୍କାର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ସୂଚନା ରହିଛି। ଏ ବାବଦରେ ପ୍ରମୋଦ ରଥ(Pramod Rath) ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ତାଙ୍କ ପାଖକୁ କୌଣସି ନିର୍ଦେଶ ଆସି ନାହିଁ।ଆଉ ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହାନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link