Video: ପାଣିରେ ବୁଡିଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ୨ ଯୁବକ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 06 Sep 2024-6:17 pm,

Video: ବର୍ତ୍ତମାନ ବର୍ଷା ଋତୁ କାରଣରୁ ସହର ଅଞ୍ଚଳରେ ଅଧିକ ସମସ୍ୟା ଦେଖିବାକୁ ମିଳୁଛି । ବିଶେଷ କରି ଖାଲୁଆ ଅଞ୍ଚଳରେ ବର୍ଷା ପାଣଇ ଜମି ରହିବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ବର୍ଷା ଛାଡିବା ପରେ ୨ ଯୁବକ ଏକ ବାଇକ ଯୋଗେ ଘରୁ ବାହାରିବା ମାତ୍ରେ ପାଣିରେ ବାଇକଟି ବୁଡି ଯାଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link