Bill Gates: `ଏକ୍ ଚାଏ ପ୍ଲିଜ୍` ଡଲି ଚାଏବାଲା ପାଖରୁ ସ୍ପେଶାଲ ଚା ପିଇଲେ ବିଲ ଗେଟ୍ସ

Thu, 29 Feb 2024-7:52 pm,

ଭାରତ ଗସ୍ତରେ ମାଇକ୍ରୋସଫ୍ଟ ସହ- ପ୍ରତିଷ୍ଠାତା ବିଲ୍‍ ଗେଟ୍ସ। ଫେବୃଆରୀ ୨୮ରେ ଓଡ଼ିଶା ଆସି କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କୃଷିର ଉନ୍ନତି ପାଇଁ ୨୦୧୭ରେ ବିଲ୍‍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହିତ ଚୁକତିନାମା ସ୍ୱାକ୍ଷର କରିଥିଲେ ରାଜ୍ୟ ସରକାର। ଯାହା ଜରିଆରେ ବୈଷୟିକ ପ୍ରଣାଳୀରେ କ୍ଷୁଦ୍ରଚାଷୀଙ୍କ ଆୟ ବୃଦ୍ଧି କରାଯିବା ନେଇ ଯୋଜନା ହୋଇଥିଲା । ସେପଟେ ନାଗପୁରର ଚର୍ଚ୍ଚିତ ଚାଏବାଲା ଡଲି ଚାଏବାଲା ପାଖରୁ ଚା ପିଇଛନ୍ତି ବିଲ୍ ଗେଟ୍ସ। ନିଜ ଅନ୍ଦାଜରେ କହିଛନ୍ତି ଏକ ଚାଏ ପ୍ଲିଜ୍ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link