Varsha Priyadarshini: ବଡ଼ଚଣାରୁ ଲଢିବେ ବର୍ଷା ପ୍ରିୟଦର୍ଶିନୀ, ଆରମ୍ଭ କଲେ ପ୍ରଚାର

Fri, 26 Apr 2024-7:13 pm,

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଟିକେଟ୍ ଦେଇଛି ଦଳ । ବଡ଼ଚଣା ଆସନରୁ BJD ଟିକେଟରୁ ଲଢିବେ ବର୍ଷା । ନିକଟରେ ସେ ବିଜେଡିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଥିଲେ । ଆଜି ତାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ବିଜେ଼ଡିରୁ ଟିକେଟ ମିଳିବା ପରେ ସେ ନିଜର ପ୍ରଚାର ଆରମ୍ଭ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link