Odisha Election 2024: ବିଜେପି ସରକାର ବିରୁଦ୍ଧରେ ଅପପ୍ରଚାର କରୁଛି BJD: ଗୋଲକ ମହାପାତ୍ର

ପ୍ରିୟମ୍ବଦା ରଣା Wed, 01 May 2024-1:41 pm,

Odisha Election 2024: ମିଶନ ଶକ୍ତି ଓ BSKY CARD ବିଜେପି ସରକାର ବନ୍ଦ କରିଦେବାକୁ ନେଇ ବିଜେଡ଼ି ଅପପ୍ରଚାର କରୁଥିବା କହିଲେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link