Pranab Prakash Das: ଆଜି ମା ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ପ୍ରଣବ ପ୍ରକାଶ ଦାସ

Fri, 29 Mar 2024-4:00 pm,

ଆଜି ମା ସମଲେଶ୍ୱରୀ ଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ପ୍ରଣବ ପ୍ରକାଶ ଦାସ | ବିଜୁ ଜନତା ଦଳ ରୁ ସମ୍ବଲପୁର ଲୋକ ସଭା ସିଟ ପାଇବା ପରେ ଆଜି ସେ ସମ୍ବଲପୁର ପହଂଚି ମା ସମଲେଶ୍ୱରୀ ଙ୍କ ଆଶୀର୍ବାଦ ନେଇଛନ୍ତି |ସେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇବା ସହ ସମ୍ବଲପୁର ମୋ ଘର ବୋଲି କହିଥିଲେ | ସମଲେଶ୍ୱରୀ ମନ୍ଦିର ରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link