Odisha Election 2024: ବିଜୟ ପାଇଁ ରଣନୀତି ପ୍ରସ୍ତୁତ କଲା ଜଗତସିଂହପୁର ବିଜେଡି, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Thu, 18 Apr 2024-11:13 am,

Odisha Election 2024: ପାରାଦୀପ ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟିକା ପାର୍ଥିନୀ ଗିତାଞ୍ଜଳୀ ରାଉତରାୟ ଙ୍କ ପାରାଦୀପ ଗ୍ରସ୍ତ। କାଲି ଯିଏ ନିର୍ବାଚନ ମୈଦାନ ରେ ପରସ୍ପର ବିରୋଧୀ ରଣନୀତି ପ୍ରସ୍ତୁତ କରୁଥିଲେ ଆଜି ସେମାନେ ଏକାଠି | ନିର୍ବାଚନ କୁ ଏକାଠି ଲଢିବା ପାଇଁ ଗୋଟିଏ ଛାତ ତଳେ ବସି କରୁଛନ୍ତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ | ଏକାଠି ହୋଇ କିଭଳି ବିଜେଡି କୁ ବାଜିମାତ କରାଇବେ ସେ ନେଇ ଚାଲିଛି ରଣ କୌଶଳ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link