ଥାନାରେ ପହଞ୍ଚିଲା ବିଜେଡି କଳି

Wed, 10 Jan 2024-8:10 pm,

Odisha Politics: ଦି’ଦିନ ପୂର୍ବେ ଅଙ୍କୁରୋଦ୍‍ଗମ ହୋଇଥିବା ବିଜେଡି ବିବାଦ ଆଜି ଥାନା, ଦାଣ୍ଡରେ ପହଞ୍ଚିଛି। ବିଧାୟକ ଓ ପୂର୍ବତନ ସାଂସଦଙ୍କ ଭିତରେ ମୁହଁ ଫୁଲାଫୁଲି ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇବା ସହ ଏହା ସୂଚାଇ ଦେଇଛି ଯେ, ଦଳରେ ସବୁ ଠିକ୍‍ ଚାଲି ନାହିଁ, ବାଲେଶ୍ୱର ବିଜେଡିରେ ବି ଫାଟ ରହିଛି। ଆଉ ଏହି ଫାଟ ଆଗକୁ କାହାକୁ ଫାଇଦା ଦେବ ତାହାକୁ ନେଇ ଚର୍ଚ୍ଚା ହେଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link