`ଧାମନଗର ବାସୀ ମୋ ଉପରେ ବିଶ୍ୱାସ ରଖିଛନ୍ତି ସେଥିପାଇଁ ମୁଁ ବହୁତ ଖୁସି`

Tue, 02 Apr 2024-4:00 pm,

ଧାମନଗରର ସେବା କରିବା ନିମନ୍ତେ ଦଳ ପୁଣି ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଁ ଦଳୀୟ ନେତୃବୃନ୍ଦଙ୍କ ନିକଟରେ କୃତଜ୍ଞ।ଧାମନଗର ବିଧାୟକ ପ୍ରାର୍ଥୀ ସୁର୍ଯ୍ୟବଂଶୀ ସୁରଜ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link