Arabinda Dhali: ବିଜେଡିର ଗୁମର ଖୋଲିଲେ ଅରବିନ୍ଦ ଢାଲି, `ଯେତେବେଳେ ମୁଁ ଥିଲି`..

Fri, 02 Aug 2024-6:00 pm,

ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ପଦ ସହ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବା ଘଟଣାକୁ ନେଇ ବୟାନବାଜି ଥମୁନାହିଁ। ଏବେ ବିଜେପି ନେତା ତଥା ଜୟଦେବ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ଯେ, ଭବିଷ୍ୟତରେ ବିଜେଡି ଆଉ ରହିବନି, ଖଣ୍ଡବିଖଣ୍ଡିତ ହେଇଯିବ। ବିଜେଡି ବସା ଖାଲି ହେଇଯିବ। ହେଲେ ବିଜେପି ହେଉଛି ଜାତୀୟ ଦଳ। ଜାତୀୟ ଦଳର କେବେ ବି ବିଲୟ ହୁଏନି। ବିଜେଡିରେ ବାକ୍ ସ୍ବାଧୀନତା ନାହିଁ। ସେଠି ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ସୁପ୍ରିମୋଙ୍କୁ କେହି ଦେଖା କରିପାରିବେ ନାହିଁ। ପାଣ୍ଡିଆନ୍ ହିଁ ସ‌ର୍ବେସର୍ବା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link