Jaynarayan Mishra: ବହୁଦିନର ବ୍ୟବଧାନ ପରେ ସମ୍ବଲପୁର ମାଟିରେ ପହଁଚିଲେ ଜୟ ନାରାୟଣ ମିଶ୍ର

Sat, 16 Mar 2024-6:13 pm,

ବହୁ ଦିନ ର ବ୍ୟବଧାନ ପରେ ସମ୍ବଲପୁର ମାଟି ରେ ପହଁଚିଲେ ଜୟ ନାରାୟଣ ମିଶ୍ର | ଶାରୀରିକ ଅସୁସ୍ଥତା କାରଣ ରୁ ଦୀର୍ଘ ସମୟ ହେବ ସେ ଭୁବନେଶ୍ୱର ରେ ଅବସ୍ଥାନ କରୁଥିଲେ | ଓଡିଶା ର ବିପର୍ଯ୍ୟସ୍ତ ଶାସନ ସେବା କୁ ନିନ୍ଦା କରିବା ସହ ଏଥର ବିଜେପି ବହୁ ମାତ୍ରା ରେ ବିଜୟୀ ହେବ ବୋଲି କହିଲେ | ସୂଚନା ଥାଉ କି ଗତକାଲି ସେ ସମ୍ବଲପୁର ରେ ପହଂଚି ଥିବା ବେଳେ ଆଜି କାର୍ଯ୍ୟାଳୟ ରେ ପହଂଚିଥିଲେ |ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link