BJP Mla Video: `ବେଶି କଥା କହିବୁ ତ ଗାଡ଼ି ଚଢେଇ ମାରିଦେବି`, ଭାଇରାଲ ହେଲା ଭିଡିଓ

Rashmita Sahoo Tue, 03 Dec 2024-7:13 pm,

BJP Mla Video: ଜୟପୁରସ୍ଥିତ ହରିଦେବ ଯୋଶୀ ସାମ୍ବାଦିକତା ଓ ଜନ ସଞ୍ଚାର ବିଶ୍ୱବିଦ୍ୟାଳୟରେ ସୁବିଧା ଦାବି କରୁଥିବା ଏବିଭିପି କର୍ମୀଙ୍କୁ ଗାଡ଼ି ଧକ୍କା ଦେଇ ମାରିଦେବାକୁ କହି ବିଜେପି ବିଧାୟକ ଭଗଚାନ୍ଦ ଟଙ୍କାରା ଏବେ ଅଡୁଆରେ। ଭଗଚାନ୍ଦ ଟଙ୍କରା ଜୟପୁରର ବାଣ୍ଡିକୁଇ ନିର୍ବାଚନ ମଣ୍ଡଳୀର ବିଧାୟକ। ଏଭଳି ସ୍ଥିତିରେ ବିଜେପି ବିଧାୟକ ନିଜ ଛାତ୍ର ସଂଗଠନ କର୍ମୀଙ୍କୁ ଏଭଳି ଧମକ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବିଭିପି ହେଉଛି ବିଜେପି ସମର୍ଥିତ ଛାତ୍ର ସଂଗଠନ। ବିଶ୍ୱବିଦ୍ୟାଳୟରେ ଏକ ବୈଠକ ପରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link