Dharmendra Pradhan: ଆରୋପ ପ୍ରତ୍ୟାରୋପ ଓ କୋଳାକୋଳି ବିଷୟରେ କହିଲେ ଧର୍ମେନ୍ଦ୍ର ପ୍ରଧାନ

Sun, 12 May 2024-7:13 pm,

ଆରୋପ ପ୍ରତ୍ୟାରୋପ ଓ କୋଳାକୋଳି ବିଷୟରେ କହିଲେ ଧର୍ମେନ୍ଦ୍ର ପ୍ରଧାନ |ସୂଚନା ଥାଉ କି ପବିତ୍ର ଶୀତଳ ଷଷ୍ଠୀ ର ଥାଳ ଉଠା ଉତ୍ସବ ରେ ଉଭୟେ ଧର୍ମେନ୍ଦ୍ର ଓ ବବି ଦାସ ବମ ବରାଡ଼ ବାଲୁଙ୍କେଶ୍ୱର ବାବା ଙ୍କର ମନ୍ଦିର ରେ ପରସ୍ପର ଙ୍କୁ ଆଲିଙ୍ଗନ କରୁଥିବା ର ଦେଖାଯାଇଥିଲା |ଉଭୟେ ସମ୍ବଲପୁର ଲୋକସଭା ସିଟ ପାଇଁ ପ୍ରତିଦ୍ବୀନ୍ଦିତା କରୁଛନ୍ତି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link