BJP Target On Bjd: ମାଆକୁ ସମ୍ମାନ ଓ ଗାଁକୁ କାମ ଦେବାରେ ସମ୍ପୂର୍ଣ ଫେଲ ବିଜେଡି ସରକାର

ପ୍ରିୟମ୍ବଦା ରଣା Wed, 15 May 2024-3:39 pm,

Odisha Election: ବିଜେଡି ସମସ୍ତ ଯୋଜନା ରେ ଫେଲ | ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କଲା ବିଜେପି |ମା କୁ ସମ୍ମାନ ଓ ଗାଁ କୁ କାମ ଦେବାରେ ସମ୍ପୂର୍ଣ ଫେଲ ବିଜେଡି ସରକାର | ଗୋଟିଏ ବି ଯୋଜନା ତାଙ୍କ ର ସଫଳ ହୋଇ ନାହିଁ | ବିଜୁ ଯୁବ ବାହିନୀ ବନ୍ଦ, କାଳିଆ ଯୋଜନା ବନ୍ଦ ଏଭଳି ଅନେକ ଯୋଜନା ବନ୍ଦ ହୋଇ ଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲା ବିଜେପି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link