Bjp Target Lenin Mohanty : ଲେନିନ ମହାନ୍ତି ବର୍ତ୍ତମାନ ଗୁମାସ୍ତା ଏବଂ କ୍ରୀତଦାସ ମୋହରେ ପଡିଯାଇଛନ୍ତି: ବିଜେପି

ପ୍ରିୟମ୍ବଦା ରଣା Thu, 02 May 2024-1:07 pm,

Bjp Target BJD: ବିଜେଡି ମୁଖପାତ୍ର ଲେନିନ ମହାନ୍ତି ବର୍ତ୍ତମାନ ବାବୁରାଜ, ଗୁମାସ୍ତା ଏବଂ କ୍ରୀତଦାସ ମୋହରେ ପଡିଯାଇଛନ୍ତି । ସେମାନଙ୍କର ମିଛ ପ୍ରଚାର ଆଗରେ ତାଙ୍କୁ ଆଉ କିଛି ଦେଖାଯାଉନାହିଁ । ଆମ ଦଳର ନେତାମାନେ ବାରମ୍ବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶ ନେଇ ସବୁ ତଥ୍ୟ ରଖିବା ପରେ ମଧ୍ୟ ଗୁମାସ୍ତାଙ୍କ କଥାରେ ସେ ବାରମ୍ବାର ସବୁ ଜାଣି ଅଜଣା ହେଉଛନ୍ତି । ତେଣୁ ଜଣେ ରାଜନୀତିର ପରିପକ୍ୱତା ଦେଖାଇ ସେ ଅନ୍ଧାରରେ ବାଡି ନବୁଲାଇ ତଥ୍ୟକୁ ପରଖିଲେ ଭଲ ହେବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ଡା. ପ୍ରମୋଦ ରଥ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link