BJP Thanks to People : ଐତିହାସିକ ବିଜୟ ପରେ ସମସ୍ତଙ୍କୁ ଧନ୍ୟବାଦ ଦେଲା ବିଜେପି

ପ୍ରିୟମ୍ବଦା ରଣା Wed, 05 Jun 2024-4:49 pm,

BJP Thanks to People: ଏଥର ରାଜ୍ୟରେ ବିଜେପି ବହୁମତ ପାଇ ଥିବାରୁ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ଙ୍କୁ ଧନ୍ୟବାଦ ଦେଲା ସମ୍ବଲପୁର ବିଜେପି। ସମ୍ବଲପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନଙ୍କର ଟ୍ୱିଟ ପଢି ସମ୍ବଲପୁର ଲୋକସଭାର ସମସ୍ତ ଭୋଟରଙ୍କୁ ଜଣାଇଥିବା କୁହାଯାଇଥିଲା। ଏହା ସହ ଜୟ ନାରାୟଣ ମିଶ୍ର ମଧ୍ୟ ସମସ୍ତ ସମ୍ବଲପୁର ବିଧାନସଭା ମଣ୍ଡଳୀ ର ଭୋଟରଙ୍କୁ ଧନ୍ୟବାଦ ଜଣାଇଥିବା ସୂଚନା ଦେଇଥିଲେ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link