Video: କଳା ରଙ୍ଗର ଅହିରାଜ ଉଦ୍ଧାର, ଦେଖନ୍ତୁ ଭୟଙ୍କର ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 16 Sep 2024-2:32 pm,

Video: ବର୍ତ୍ତମାନ ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି । ତେଣୁ ଚାରିଆଡ ପ୍ରାୟ ସବୁଜମୟ ହୋଇଥିବାରୁ ବିଷଧର ସାପ ଦେଖିବାକୁ ମିଳୁଛନ୍ତି । ବର୍ତ୍ତମାନ ଯେଉଁ ଭିଡିଓଟି ଆପଣ ଦେଖୁଛନ୍ତି ସେଥିରେ ଏକ ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ଜଣେ ବ୍ୟକ୍ତିଙ୍କ ଘର ପାଖରେ ଗଛ ଉପରେ ଲୁଚି ରହିଥିବା ସମୟରେ କିଛି ଲୋକ ସାପଟିକୁ ଦେଖି ସ୍ନେକ୍ ହେଲ୍ପଲାଇନକୁ ଖବର ଦେଇଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link