Rajpal Yadav: ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତା ରାଜପାଲ ଯାଦବ..

ପ୍ରିୟମ୍ବଦା ରଣା Sat, 06 Jan 2024-1:15 pm,

ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କଲେ ବଲିଉଡର ପ୍ରଖ୍ୟାତ କମେଡିଆନ ରାଜପାଲ ଯାଦବ। ପରିବାର ସହ ଆସି ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତେବେ ପୂର୍ବରୁ ଆସିଥିଲେ ମଧ୍ୟ ଏଭଳି ଦର୍ଶନ ପାଇନଥିଲେ। କିନ୍ତୁ ମହାପ୍ରଭୁଙ୍କ କୃପାରୁ ଦିବ୍ଯ ଦର୍ଶନ ମିଳିଛି। ଏଠାକାର ପ୍ରଶାସନ ପୁଲିସ ପ୍ରଶାସନର ବ୍ଯବସ୍ଥା ଖୁବ୍ ସୁନ୍ଦର। ସେବାୟତ ମାନଙ୍କ ବ୍ଯବହାର ତାଙ୍କୁ ବେଶ୍ ପ୍ରଭାବିତ କରିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link