Video: ବଲିଉଡ କଣ୍ଠଶିଳ୍ପୀ ନେହା କକ୍କରଙ୍କ ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 16 Sep 2024-10:16 pm,

Video: ବଲିଉଡ କଣ୍ଠଶିଳ୍ପୀ ନେହା କକ୍କର ନିଜ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ରିଆଲିଟି ଶୋ ଗୁଡିକରେ ନେହାଙ୍କ ନିଆରା ଅନ୍ଦାଜ ଦେଖିବାକୁ ଦର୍ଶକଙ୍କର ଅପେକ୍ଷା ଥାଏ । ଅନେକ ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି ନେହା । ବର୍ତ୍ତମାନ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । କଳା ରଙ୍ଗର ପୋଷାକରେ ନେହା ଖୁବ ସୁନ୍ଦର ନୃତ୍ୟ ପରିବେଷଣ କରୁଛନ୍ତି ସାଥୀ କଳାକାରଙ୍କ ସହ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link