Road Accident: ବୋରିଗୁମ୍ମା ବିଜାପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଛାତିଥରା ଦୃଶ୍ୟ CCTVରେ କଏଦ

Fri, 26 Jan 2024-7:39 pm,

ତିଶଗଡ଼ର ଏକ ସ୍କୋର୍ପିଓ ଯାତ୍ରୀବାହୀ ଅଟୋ ଓ ୨ଟି ବାଇକ୍‌କୁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ସମେତ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଧୀନ ବିଜାପୁରରେ ଘଟିଥିବା ଦୁର୍ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କର ମଧ୍ୟରୁ କିଛି ଲୋକଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବୋରିଗୁମ୍ମା ର ବିଜାପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ର ଛାତି ଥରା ଦୃଶ୍ୟ ସିସିଟିଭି ରେ ହୋଇଛି କଏଦ। ୩ ମୃତ। ୧୦ ଆହତ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link