ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଚଳନ୍ତା ସ୍କୁଟିରେ ଗାଧୋଇବାକୁ ଲାଗିଲେ କପଲ୍; ଭିଡିଓ ଭାଇରାଲ

Wed, 17 May 2023-12:04 am,

Bathing on Scotty: ଦେଶରେ ଗ୍ରୀଷ୍ମର ଲହରି ଜାରି ରହିଛି । ଗରମ ଯୋଗୁଁ ଲୋକମାନେ ଅସ୍ତ୍ୟବ୍ୟସ୍ତ ହେଉଛନ୍ତି । ଗରମରୁ ରଖିପାଇବା ପାଇଁ ଲୋକମାନେ ଅନେକ ଜୁଗାଡ୍ ମଧ୍ୟ କରୁଛନ୍ତି, କିନ୍ତୁ ଆଜି ଏହି ଭିଡିଓ ଦେଖିବା ପରେ ଆପଣ ମଧ୍ୟ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯିବେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link