Bride Dance Viral: ବାହାଘର ଦିନ ବର କୁ ଚିଡେଇ ଚିଡେଇ ନାଚିଲେ କନ୍ୟା, କହିଲେ Single Rehne De

Rashmita Sahoo Thu, 22 Aug 2024-8:26 pm,

ପୂର୍ବରୁ ବର-କନ୍ୟା ବିବାହରେ ନିଜ ମନକୁ ନାଚିବାକୁ କୁଣ୍ଠାବୋଧ କରୁଥିଲେ । ହେଲେ ଆଜିକାଲି ଏହାସବୁ ଟ୍ରେଣ୍ଡରେ ଚାଲିଛି। ନିଜ ସାଙ୍ଗ ଓ ପରିବାର ସହ ଡ୍ୟାନ୍ସ ଫ୍ଲୋରରେ ମିଶି ବିବାହ ଉତ୍ସବ ପାଳନ କରିବାକୁ ବେଶ ପସନ୍ଦ କରୁଛନ୍ତି ଏବେର ଯୁବପୀଢୀ । ବିବାହ ଋତୁ ପାଖେଇ ଆସୁଛି ଏବଂ ଅଧିକରୁ ଅଧିକ ବର କନ୍ୟା ସ୍ୱତନ୍ତ୍ର ଡ୍ୟାନ୍ସ ଭିଡିଓ ରେକର୍ଡ କରିବାକୁ ପସନ୍ଦ କରୁଛନ୍ତି । ଏବେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ବ୍ରାଇଡଙ୍କୁ ଦେଖିବାକୁ ମିଳୁଛି । ସେ ମଞ୍ଚରୁ ଉଠି ନିଜ ପସନ୍ଦର ଗୀତରେ ନାଚିବା ଆରମ୍ଭ କରୁଛନ୍ତି । ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link