Video: ରଙ୍ଗମହଲ ଯାତ୍ରା ମଞ୍ଚରେ ଭାଙ୍ଗିଲା ଇଟ୍ଟା, ଦେଖନ୍ତୁ ଏହି ଦୃଶ୍ୟ

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 23 Oct 2024-8:19 pm,

Video: ଯାତ୍ରା ମଞ୍ଚରେ କେବଳ ମେଲୋଡି ନୁହେଁ ବରଂ ଜବରଦସ୍ତ ଷ୍ଟଣ୍ଟ ମଧ୍ୟ ଦେଖିବାକୁ ମିଳିଥାଏ । ରଙ୍ଗମହଲ ମଞ୍ଚରୁ ସେପରି ଏକ ଦୃଶ୍ୟ ଭାଇରାଲ ହୋଇଛି ଯେଉଁଥିରେ ମଞ୍ଚରେ ଷ୍ଟଣ୍ଟ ଦେଖି ଦର୍ଶକେ ଭରପୁର ମଜା ନେଉଛନ୍ତି । ସେମଧ୍ୟରୁ ଜଣେ ଦର୍ଶକ ଏହି ଦୃଶ୍ୟଟିକୁ ମୋବାଇଲ୍ କ୍ୟାମେରା ମାଧ୍ୟମରେ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link