Cuttack Crime: ଯୁବକଙ୍କୁ ଅତି ନିର୍ମମ ଭାବେ ଛେଚି ଛେଚି ହତ୍ୟା, ଦେଖନ୍ତୁ ଏହି ଭିଡିଓ..

Oct 05, 2023, 20:00 PM IST

Brutal Murder in Athagarh: ଗାଁ କୋଠ ଘରେ ଛେଚି ଛେଚି ମାରିଦେଲେ । କିଏ ମାରିଲା , କାହିଁକି ମାରିଲା କାରଣ ଖୋଜୁଛି ପୋଲିସ । ଆଠଗଡ଼ ଗୁରୁଡ଼ିଝଟିଆ ଥାନା ଅନ୍ତର୍ଗତ ବାଳି ଗାଁ ରେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ଦୁର୍ବୁର୍ତ୍ତ। ବିଳମ୍ବିତ ରାତିରେ ଘଟଣା ଘଟିଥିଲେ ମଧ୍ୟ ଅଭିଯୁକ୍ତ ର ଟେର ପାଉନି ପୋଲିସ , ଅନ୍ୟପଟେ ମୃତ ମୋହନ ର ସ୍ତ୍ରୀ ପରକୀୟା ପ୍ରୀତୀରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ଆଣିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link