ଓଃ କି ଗରମ! ଗରମ ବାଲିରେ ପାମ୍ଫଡ ସେକିଲେ ବିଏସଏଫ ଯବାନ୍; ଭିଡିଓ ଭାଇରାଲ୍

Jagdish Barik Wed, 22 May 2024-11:02 pm,

BSF jawan roasts papad in sand in Rajasthan: ଭାରତ-ପାକିସ୍ତାନ ସୀମାରେ ଜବାନମାନେ ଗରମ ତୀବ୍ରତା ଦେଖାଇବା ପାଇଁ ଏକ ନିଆରା ପରୀକ୍ଷଣ କରିଛନ୍ତି। ଏଠାରେ ଜଣେ ବିଏସ୍ଏଫ୍ ସୈନିକ ବାଲି ଉପରେ ପାମ୍ଫଡ ସେକିଛନ୍ତି। ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପ୍ରତିକୂଳ ପରିସ୍ଥିତିରେ ଆମର ସୈନିକମାନେ କିପରି ଆମ ଦେଶର ସୀମା ରକ୍ଷା କରିବାରେ ନିୟୋଜିତ ଅଛନ୍ତି। ଦେଖନ୍ତୁ ଏହି ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link