Animal Funny Video: ମଣିଷଙ୍କ ପରି ମସାଜ କରୁଛି ବିଲେଇ, ଦେଖନ୍ତୁ ଏହି ମଜାଦାର ଭିଡ଼ିଓ

Mon, 07 Aug 2023-4:53 pm,

ସାଧାରଣତଃ ମଣିଷଟି ଥକି ଯିବା ପରେ ଆରମ ଲାଗି ବିଭିନ୍ନ ସମୟରେ ମସାଜ ହେବାକୁ ଭଲ ପାଇଥାଏ । କେହି କେହି ଘରେ ମସାଜ ହେଉଥିବା ବେଳେ ଆଉ କେହି ପାର୍ଲର ତ ଆଉ କିଏ ସ୍ପା ସେଣ୍ଟର ଯାଇ ମସାଜ ହୋଇଥାଆନ୍ତି । ତେବେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଗୋଟିଏ ବିଲେଇ ଠିକ୍ ମଣିଷଙ୍କ ପରି ଆଉ ଏକ ବିଲେର ମସାଜ କରୁଛି । ଏହି ଭିଡ଼ିଓ ଦେଖି ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ ।    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link