Cat VS Dog: ଦୁଇଟି କୁକୁର ହାବୁଡରେ ପଡିଲା ବିଲେଇ, ତାପରେ କଣ ହେଲା ଦେଖନ୍ତୁ..

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 24 Aug 2023-6:27 pm,

Viral Video: ଆପଣ ଅନେକ ସମୟରେ କୁକୁର ଓ ବିଲେଇ ମଧ୍ୟରେ ହେଉଥିବା ଲଢେଇ ଦେଖିଥିବେ । ବର୍ତ୍ତମାନ ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ୨ଟି କୁକୁର ହାବୁଡରେ ଗୋଟିଏ ବିଲେଇ ପଡିବା ପରେ କଣ ହେଉଛି ଅବସ୍ଥା । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link