Video: ଏମିତି ବି ଧରାଯାଏ ମାଛ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 28 Aug 2024-2:29 pm,

Video: ବର୍ତ୍ତମାନ ବର୍ଷା ଋତୁରେ ନଦୀ ପୋଖରୀରୁ ମାଛ ଧରିବାର ମଜା ନିଆରା । ଅନେକ ବ୍ୟକ୍ତି ବିଭିନ୍ନ ଶୈଳୀରେ ମାଛ ଧରିଥାନ୍ତି । ଏହି ଦୃଶ୍ୟରେ ମଧ୍ୟ ଆପଣ ଦେଖିପାରୁଛନ୍ତି ସେମିତି କିଛି । ଜଣେ ବ୍ୟକ୍ତି କିପରି ନିଆରା ଶୈଳୀରେ ବିପଦସଙ୍କୁଳ ସ୍ଥାନରେ ମାଛ ଧରୁଛନ୍ତି ଦେଖନ୍ତୁ । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । କିଛି ବ୍ୟକ୍ତି କମେଣ୍ଟ ମାଧ୍ୟମରେ ବ୍ୟକ୍ତିଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିବା ସମୟରେ ଆଉ କିଛି ବ୍ୟକ୍ତି ଏପରି କରିବାକୁ ନାପସନ୍ଦ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link