Cattles Trapped In Mahanadi: ପାଣି ପିଇବାକୁ ଯାଇଥିଲେ ଗୋରୁପଲ, ହଠାତ୍ ମାଡ଼ିଆସିଲା ବନ୍ୟାପାଣି

Tue, 25 Jul 2023-2:30 pm,

Cattle gets trapped in Mahanadi River after floodwater level rise । ହୀରାକୁଦ ଡ୍ୟାମରୁ ପାଣି ଆସିବା ଫଳରେ ମହାନଦୀରେ ଜଳସ୍ତର ବୃଦ୍ଧି ଘଟିଛି । ଗତକାଲି ତୃଷ୍ନା ମେଣ୍ଟାଇବାକୁ ନଦୀକୁ ଯାଇଥିବା ଗୋରୁ ପୋଲ ହଠାତ ବନ୍ୟା ପାଣି ମାଡି ଆସିବାରୁ ମହାନଦୀର ବନ୍ୟାଜଳରେ ଫସି ଯାଇଥିଲେ । ଦୀର୍ଘ ସମୟ ଧରି ପାଣି ଘେରରେ ରହିଥିଲେ ଗୋରୁ ପୋଲ। ଘଟଣା ଗ୍ରାମ ଲୋକଙ୍କ ପାଖକୁ ପହଁଚିଲା ପରେ ଧଳପୁର ପଞ୍ଚାୟତ ଖରାସଂକୁଳାଇ ଗ୍ରାମର ଲୋକ ଭାସି ଯାଉଥିବା ଗୋରୁ ମାନଙ୍କୁ ଉଦ୍ଧାର କରିଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link