Sahijata Tradition: ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ, ପୁଣି ବୀର ବାଦ୍ୟରେ କମ୍ପିଲା ଶ୍ରୀକ୍ଷେତ୍ର, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Thu, 18 Apr 2024-11:53 am,

Traditional Sahi Jata Festival: ପବିତ୍ର ରାମନବମୀ ତିଥିରୁ ଆରମ୍ଭ ହେଲା ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ। ଏହା ଏକ ଭାଇଚାରାର ପ୍ରତିକ। ଗୋଟିଏ ସାହିରୁ ଅନ୍ୟ ଏକ ବନ୍ଧୁସାହିକୁ ସାହିଯାତ ବାହାରିଥାଏ। ଏଣୁ ରାମଜନ୍ମ ଠାରୁ ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖେଡା ଚଳଚଞ୍ଚଳ ହୋଇଉଠିଛି । ବୀରବାଦ୍ୟର ତାଳେ ତାଳେ କାଳିକାଦେବୀ ସାହୀରୁ ମାଟିମଣ୍ଡପ ସାହିକୁ ଆସିଛି ସାହିଯାତ। ପୁଣି ମାଟିମଣ୍ଡପ ସାହିରୁ କାଳିକାଦେବୀ ସାହିକୁ ଯିବ ସାହିଯାତ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link