ପିଲା ଦିନର ସ୍ମୃତି: ମାଆ କଥା ମାନୁନି କୁନି ପୁଅ, ବର୍ଷା ପାଣିରେ ଡେଇଁ ଡେଇଁ କରୁଛି ମସ୍ତି
ପ୍ରିୟମ୍ବଦା ରଣା Sat, 29 Jul 2023-3:50 pm,
Childhood Day Memory: ବର୍ଷା ପାଣିର ମଜା ନେଉଛି କୁନି ଛୁଆଟି ।ସେ ପାଣି ବୁନ୍ଦା ସହିତ ଖେଳି ଜୀବନର ଅସଲି ମଜା ଉପଭୋଗ କରୁଛି ।ତା ମାଆ ତାକୁ ପାଣିରୁ ଦୂରେଇ ନେବାକୁ ଚେଷ୍ଟା କରୁଥିବା ବେଳେ ସେ ପାଣି ଛାଡ଼ି ଯିବାକୁ ନାରାଜ ।