Viral Video: ପାକିସ୍ତାନୀ ମହିଳାଙ୍କୁ ବିଚ୍ ରାସ୍ତାରେ ପିଟିପିଟି ଦରମରା କଲେ ଚାଇନିଜ୍ ଆମ୍ବାସଡରଙ୍କ ପତ୍ନୀ
Sat, 22 Jul 2023-7:57 pm,
Chinese Ambassador's Wife Beats Pakistani Maid in Mid Road, Video Surfaces । ଆଜିକାଲି ଦୁନିଆରୁ ମାନବିକତା ମରିଗଲାଣି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ମହିଳା ଆଉ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ମାରୁଥିବାର ଦେଖାଯାଇଛି। ତେବେ ମାଡ଼ ଖାଉଥିବା ମହିଳା ଜଣେ ପାକିସ୍ତାନୀ ମହିଳା ହୋଇଥିବା ବେଳେ ଆକ୍ରମଣ କରୁଥିବା ମହିଳା ଜଣଙ୍କ ଚାଇନିଜ୍ ଆମ୍ବାସଡରଙ୍କ ଧର୍ମପତ୍ନୀ ବୋଲି ଜଣାପଡିଛି। ଏହି ଭିଡିଓ ଟି କେବଳ ଖବର ପ୍ରଣୋଦିତ। ଏପରି ଭିଡିଓ ଉପରେ ଜୀ ଓଡ଼ିଶା ଡିଜିଟାଲ କୌଣସି ପ୍ରକାରର ପୁଷ୍ଟି କରୁନାହିଁ।