Video: ବିଲ ଭିତରେ ଧାନ କ୍ଷେତରେ ଚାଲିଛି `ଚିରିଂ ଚିରିଂ`

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 19 Sep 2024-10:44 pm,

Video: ସୋସିଆଲ ମିଡିଆରେ ସବୁବେଳେ କିଛିନା କିଛି ନିଆରା କରିଥାନ୍ତି ପାଇକ ପୁଅ ରିତେଶ । 'କର୍ମ' ଫିଲ୍ମ ରିଲିଜ୍ ପୂର୍ବରୁ ବର୍ତ୍ତମାନର ଟ୍ରେଣ୍ଡିଂ ଗୀତ 'ଚିରିଂ ଚିରିଂ' ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପ୍ରାୟତଃ ଅଧିକାଂଶ ଯୁବପିଢୀ ଏଥିରେ ରିଲ୍ସ କରୁଥିବା ଦେଖିବାକୁ ମିଳିଛି । ରିତେଶ ମଧ୍ୟ ଟିକେ ନିଆରା ଡଙ୍ଗରେ ଧାନ କ୍ଷେତରେ 'ଚିରିଂ ଚିରିଂ' ରିଲ୍ସ ପ୍ରସ୍ତୁତ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link